ବାଲିଯାତ୍ରା

ମହାନଦୀ ତୀର ଅନେକ ସୁନ୍ଦର ତହିଁ ହୁଏ ବାଲି ଯାତ୍ରା, ମହାନଦୀ ତୀର ଉତ୍କଳ ରାଜ୍ୟର ବଢ଼ାଏ ସୌନ୍ଦର୍ଯ୍ୟ ମାତ୍ରା।୧। ମହାନଦୀ ତୀର ପଠାରେ ସୁନ୍ଦର ଧବଳେଶ୍ୱର ମନ୍ଦିର, ମହାନଦୀ ଠାରେ ଆନନ୍ଦ ମନରେ ଅବସ୍ଥାନ ଭୂତେଶ୍ୱର।୨। ମହାନଦୀ ତୀର କଟକ…

Continue Readingବାଲିଯାତ୍ରା

ଧର୍ମ ମାସ କାର୍ତ୍ତିକ….

ଦୀପ° ଜ୍ୟୋତି ପରଂବ୍ରହ୍ମ... ଦୀପ ° ଜ୍ୟୋତି ଜନାର୍ଦ୍ଦନ... ଆ କା ମା ଭୈ.. ବନ୍ଦନ... ବୋଇତ ଭସାଣି ର ଦିନ !! ବର୍ଷ, ମାସ, ସପ୍ତାହ, ଦିନ.. କାର୍ତ୍ତିକ ମାସ ହିଁ ମହାନ.. ଧରମ ମାସ ରୂପେ ମାନ.. ମାସରେ…

Continue Readingଧର୍ମ ମାସ କାର୍ତ୍ତିକ….

ବୋଇତ ବନ୍ଦାଣ

ମନେପଡେ ଆଜି ଉତ୍କଳର ଗାଥା ବୋଇତ ବନ୍ଦାଣ କଥା କାର୍ତ୍ତିକ ପୂର୍ଣ୍ଣିମା ବାଲିଯାତ୍ରା ସ୍ମୃତି ରହିଅଛି କେତେ ପ୍ରଥା। ଉତ୍କଳ ମାତାର ସାଧବ ପୁଅତ କରୁଥିଲା କାରବାର ଜଳପଥରେ ସେ ଲଙ୍ଘି ଆସୁଥିଲା ତେରନଦୀ ପାରାବାର। ଆଷାଢ଼ ମାସରେ ଯାତ୍ରା ଆରମ୍ଭିଣ…

Continue Readingବୋଇତ ବନ୍ଦାଣ

ଭୀଷ୍ମ ପଞ୍ଚକ

ଭୀଷ୍ମ ପଞ୍ଚକ ଦୁଷ୍ଟଶକ୍ତି ଯେତେ ବିନାଶ ନିମନ୍ତେ କୃଷ୍ଣଙ୍କର ଆବିର୍ଭାବ, ଜାଣିଥିଲେ ଭୀଷ୍ମ ନିହାତି ଜରୁରୀ ମହାଭାରତର ଯୁଦ୍ଧ। ତନ,ମନ,ଧନେ ଶୁଦ୍ଧତା ଥାଇ ବି ତଥାପି କୌରବ ପକ୍ଷ, ପାଣ୍ଡବଙ୍କ ଶକ୍ତି ସାଜିବେ ସେ ଯଦି ନୋହିବ ମହାଭାରତ। ବିଦୂର ଓ…

Continue Readingଭୀଷ୍ମ ପଞ୍ଚକ

ଏଥର ଆଉ ନାହିଁ

ଏଥର ଆଉ ନାହିଁ ଦିନେ ନିଦ ଭାଙ୍ଗେ ଝାଡିଝୁଡ଼ି ଠିଆ ହୁଅ ତଟସ୍ଥ, ସ୍ଥିତପ୍ରଜ୍ଞ ବାସ୍ ! ଏଥର ଆଉ ନାହିଁ ଅଧିକ ହେଇଗଲା ଆ ତା କଥା ଏଥର ଆଉ ନାହିଁ, କେବଳ ଯୁଦ୍ଧ ଅବା ଯଜ୍ଞ । ଭିତରୁ…

Continue Readingଏଥର ଆଉ ନାହିଁ

ସବୁ ଜାଳିଦିଏ ସନ୍ଦେହ ନିଆଁ

ସବୁ ଜାଳିଦିଏ ସନ୍ଦେହ ନିଆଁ ସନ୍ଦେହର ନିଆଁ ମନରେ ଜଳିଲେ ଅଶାନ୍ତିରେ ବିତେ ଦିନ ମନ ଭାବନାକୁ କ୍ରୋଧ କାବୁ କରେ ସ୍ନେହ ଶ୍ରଦ୍ଧା ହୁଏ କ୍ଷୁର୍ଣ୍ଣ l୧l ପରିବାର ମଧ୍ୟେ ଅଶାନ୍ତି ବଢ଼ଇ ବନ୍ଧୁ ହୋଇ ଯାଏ ଦୂର ସଜଡା…

Continue Readingସବୁ ଜାଳିଦିଏ ସନ୍ଦେହ ନିଆଁ

ଶୀତ ସ୍ୱାଗତିକା

ଶୀତ ସ୍ୱାଗତିକା ବର୍ଷ ତମାମ ବିତିଗଲା ତମ ଅପେକ୍ଷାରେ, ମୋ ବଗିଚା ଦେଖିବ ଆସ ବିଛାଇଚି ମୁଲାୟମ ବିଦେଶୀ ଘାସର ଗାଲିଚା ଫୁଲ ମାନେ ସବୁ କେମିତି ହେଇଛନ୍ତି ସଜ କରିବେ ବୋଲି ତୁମକୁ ସ୍ବାଗତ। । ମୁଁ ବି ଅନେକ…

Continue Readingଶୀତ ସ୍ୱାଗତିକା

ଅବିଶ୍ବସ୍ଥ

ଅବିଶ୍ବସ୍ଥ ବୋଉ ଭାବେ ମୁଁ ସତ କୁହେ ବାପା ଭାବନ୍ତି ମୁଁ କର୍ମଠ ଜେଜେମା ପାଇଁ ମୁଁ ନିରୀହ ସାହି ଵାଲାଙ୍କ ନଜରରେ ଭଲ ତା ସ୍ବପ୍ନରେ ମୁଁ ବିଶ୍ଵସ୍ଥ ପ୍ରେମିକ . . . ହେଲେ ମୁଁ ବିଶ୍ୱାସ ଭାଙ୍ଗିବାରେ…

Continue Readingଅବିଶ୍ବସ୍ଥ

ବିଜ୍ଞାନ ଦିବସ ଅନୁଚିନ୍ତା

ବିଜ୍ଞାନ ଦିବସ ଅନୁଚିନ୍ତା ପ୍ରମାଣ ସିଦ୍ଧ ତତ୍ତ୍ୱ ଆଧାରରେ ଅରଜିତ ଯେଉଁ ଜ୍ଞାନ l ସରଳ ଭାଷାରେ ତାହାକୁ ଟି ଆମ୍ଭେ କହି ଥାଉଁ ହିଁ ବିଜ୍ଞାନ ll ଜିଜ୍ଞାସା ହିଁ ଅଟେ ବିଜ୍ଞାନ ଜନକ ଵୀକ୍ଷଣ ଟି ମହାମନ୍ତ୍ର l…

Continue Readingବିଜ୍ଞାନ ଦିବସ ଅନୁଚିନ୍ତା

ତୁଳସୀ ଦୟଣା ଗୁନ୍ଥିଚି ସରାଗେ 

ତୁଳସୀ ଦୟଣା ଗୁନ୍ଥିଚି ସରଗେ ତୁଳସୀ ଦୟଣା ଗୁ ନ୍ଥିଛି ସରାଗେ ଜଗମୋହନରପାଇଁ, ବାସନା ଫୁଲରେ ମହକୁଛି ମାଳା ଗଳେମୁଁ ଦେବି ପିନ୍ଧାଇ।।୧।। ଅପଲକ ନେତ୍ରେ ଦେଖୁଥିବି ଯେବେ ମୋ କାଳିଆ ସୁନାଟିକୁ, ତା 'ମୁଚୁକୁନ୍ଦିଆ ହସ ଝରୁଥିବ ଭେଦି ଯିବ…

Continue Readingତୁଳସୀ ଦୟଣା ଗୁନ୍ଥିଚି ସରାଗେ 

ନିଜର କରି କେତେ

ନିଜର କରି କେତେ କେତେ ନିଜର କରି କେତେ ଆପଣା କରି ବାଣ୍ଟିଲି ସବୁ ସୁଖକୁ ସରାଗେ ଭରି, ହେଲେ ସେକି ବୁଝିଲା ମୋ' ଛାତି ଦରଜ କୋହ ଭରା ନିଃଶ୍ୱାସକୁ ଶୁଣୁଛି ଆଜ।। ପଥର ଛାତିକି କେବେ ତରଳି ପାରେ?…

Continue Readingନିଜର କରି କେତେ

ଆରାଧନା

ଆରାଧନା ତୁମେ ଆରାଧନା ମୋ ପୂଜା ଅର୍ଚ୍ଚନା, ତୁମେ ମୋ ଜୀବନ ଗୀତି, ତୁମଠାରେ ଲୟ ରଖି ମୁଁ ଚାଲଇ ମଧୁମୟ କରେ ସ୍ଥିତି।। ହୃଦୟରୁ ଝରେ ମଧୁର- ମୂର୍ଚ୍ଛନା ତୁମ ନାମ ଗାଇ ଗାଇ, ଅଶାନ୍ତ ଜୀବନ ଶାନ୍ତ ହୁଏ…

Continue Readingଆରାଧନା

ଦୁଇଟି ମିନି କବିତା

ଦୁଇଟି ମିନି କବିତା ସୃଷ୍ଟି ବିଚିତ୍ର ଅଲୌକିକ ହୋଇପାରେ ଈଶ୍ୱରଙ୍କ ଅବଦାନକୁ ବାଦ ଦେଇ ହେବନି ପଶୁ, ପକ୍ଷୀ, କୀଟ ପତଙ୍ଗ - - - ଏମାନଂକୁ ଛାଡିଲେ ମଣିଷର ଶିଶୁ ମା ' କୋଳରୁ ବସୁଧାରେ ଅବତୀର୍ଣ୍ଣ ଜୁଇର ନିଆଁକୁ…

Continue Readingଦୁଇଟି ମିନି କବିତା

ଏଇ ପାଟିରେ ଅମୃତ ଏଇ ପାଟିରେ ବିଷ

ଏଇ ପାଟିରେ ଅମୃତ, ଏଇ ପାଟିରେ ବିଷ ଏଇଠି ସରଗ ଏଇଠି ନରକ ଭୋଗ କର୍ମ ଆନୁଯାୟୀ, ଏଇ ବଚନରେ ଅମୃତ ରହିଛି ବିଷ ବି ଭରିଛି ରହି। ହଳାହଳ ଶବ୍ଦେ ବିଷମୟ ସ୍ଥିତି ଆପେ ଆପଣାର କ୍ଷତି, କ୍ରୋଧରେ ସର୍ବାଙ୍ଗ…

Continue Readingଏଇ ପାଟିରେ ଅମୃତ ଏଇ ପାଟିରେ ବିଷ

ଘୋଷ ଯାତ୍ରା

ଘୋଷ ଯାତ୍ରା ହିନ୍ଦୁ ମାନଙ୍କର ପବିତ୍ର ଉତ୍ସବ ରଥ ଯାତ୍ରା ନାମ ଯାର ଜୀବ ପରମର ମିଳନ ହୁଅଇ ସ୍ୱର୍ଗ ପ୍ରାପ୍ତି ମାର୍ଗ ତାର l୧l ପୁରୀ ରଥ ଯାତ୍ରା ବିଶ୍ୱରେ ପ୍ରସିଦ୍ଧ ଜଗନ୍ନାଥ ଆର୍ତ୍ତତ୍ରାଣ ଆଷାଢ ଶୁକ୍ଳର ଦ୍ଵିତୀୟା ତିଥିରେ…

Continue Readingଘୋଷ ଯାତ୍ରା

ଜଗନ୍ନାଥ ତୁମେ ପରମବ୍ରହ୍ମ

ଜଗନ୍ନାଥ ତୁମେ ପରମବ୍ରହ୍ମ ଜଗନ୍ନାଥ ତୁମେ ପରଂବ୍ରହ୍ମ ପରମ ବ୍ରହ୍ମ ସାକାର ଆକାର ନିରାକାର ନିର୍ବିକାର ରୂପ l ନମାମି ଶମିଶାନ ନିର୍ବାଣ ରୂପମ୍ ବିଭୁ ବ୍ୟାପକମ୍ ବ୍ରହ୍ମ ବେଦ ସ୍ୱରୂପମ l ସେହି ପରମ ବ୍ରହ୍ମ ଶିବ ରୂପେ ସମସ୍ତ…

Continue Readingଜଗନ୍ନାଥ ତୁମେ ପରମବ୍ରହ୍ମ

ଅଭିରୁଚି

ଅଭିରୁଚି ମନେ ଅଭିରୁଚି ମହତ ପ୍ରବୃତ୍ତି ଆଶା ଓ ବିଶ୍ବାସରେ। ଅଭୀଷ୍ଟ ସାଧନେ ଲକ୍ଷରଖି ମନେ କରମ କର ନିଶ୍ଚଳେ ॥ କର୍ମଠ ଆଚାର ସହଜ ସାକାର କରିଥାଏ ଇଛାମାନ । ଭାଗ୍ୟକୁ ନିନ୍ଦିକି କର୍ମକୋଢି ଜନେ ମିଥ୍ଯା ପ୍ରତିଶୃତି ପଣ…

Continue Readingଅଭିରୁଚି

ସିନ୍ଦୂର

ସିନ୍ଦୂର ସିନ୍ଦୂର ବଡ଼ ସ୍ୱାର୍ଥପର ଟୋପାଏ ସିନ୍ଦୂର ପାଇଁ ସବୁ ହୋଇଯାଏ ପର ।। ଦୁହିତା ଜନମ ଦୁଇକୁଲ ପାଇଁ ଝିଅର ଜନମ ତ ଟୋପାଏ ସିନ୍ଦୂର ପାଇଁ ।। ସିନ୍ଦୂର ଟୋପାଏ ତାର ହୁଏ ଆତି ନିଜର ବାହାଘର ପରେ…

Continue Readingସିନ୍ଦୂର

କବି ତୁମେ

🌹🌹 କବି ତୁମେ 🌹🌹 ତୁମେ ସୃଜିପାର ନିଥର ମରୁରେ ଚନ୍ଦନ ନନ୍ଦନ ବନ ପରିପୂର୍ଣ୍ଣ ସ୍ଵରେ ବିମୁଗ୍ଧ ସ୍ଵାକ୍ଷରେ ଅମୃତର ଆବାହନ ।। ଆବେଗର ତୁମେ ମୃତ୍ୟୁଞ୍ଜୟ ମନ୍ତ୍ର ନବ ଚେତନାର ସୁର ଆସରା ଭାବର ଚିର ସମର୍ପଣେ ସାତ୍ତ୍ୱିକ…

Continue Readingକବି ତୁମେ

ରଥ ପଥ ଜଗନ୍ନାଥ ଭାଗ(୨)

ରଥ ପଥ ଜଗନ୍ନାଥ ଭାଗ(୨) ପ୍ରଭୁଙ୍କର ଡୋରି ଲାଗିଛି ଏପରି ରଥଟଣା ଦୁଇଦିନ, ଦ୍ୱିତୀୟ ଦିନରେ ଗୁଣ୍ଡିଚାରେ ପ୍ରଭୁ ବିଜେ ରତ୍ନ ସିଂହାସନ। ତେଜର ପ୍ରତୀକ ପ୍ରଭୁ ବଳଭଦ୍ର ଧାଇଁ ଚାଲନ୍ତି ଆଗରେ, ଧେନୁକା ସୁରକୁ ନିହତ କରିଲେ ପ୍ରଭୁ ଦ୍ୱାପର…

Continue Readingରଥ ପଥ ଜଗନ୍ନାଥ ଭାଗ(୨)